ଘୋଟାଲା... ଘୋଟାଲା ଆଉ ଘୋଟାଲା। ଘୋଟାଲାର ପେଣ୍ଠସ୍ଥଳୀ ପାଲଟିଛି ସମବାୟ ସମିତି। ଲକ୍ଷ କି ଦୁଇ ଲକ୍ଷ ନୁହେଁ, ପାଖାପାଖି କୋଟିଏ ଟଙ୍କାର ଘୋଟାଲା ହୋଇଛି କଟକ ଜିଲ୍ଲା କନ୍ଦରପୁର ବ୍ଲକ କୃଷକ ସେବା ସମବାୟ ସମିତିରେ। ଗରିବ, ଖଟିଖିଆ ଚାଷୀଙ୍କର ଜମା ଟଙ୍କାର ପାଖାପାଖି କୋଟିଏ ଟଙ୍କା ଆତ୍ମସାତ କରିଛି ଏହି ସମବାୟ ସମିତି।
#Odisha #ArgusNews #scam #samabayscam #Cuttack #kandarpur #coperativesociety