#2023_ହକି_ବିଶ୍ବକପ_ପାଇଁ_ପ୍ରସ୍ତୁତ_ଚାଲିଥିଲା_କୋକେନ୍_ମାର୍କେଟ
ଭୁବନେଶ୍ଵରରୁ କୋକେନ୍ ଜବତ ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ବିଦେଶୀ ଦର୍ଶକଙ୍କୁ କୋକେନ୍ ବିକ୍ରି ପାଇଁ ହୋଇଥିଲା ମାଷ୍ଟର ପ୍ଲାନ । ଟାର୍ଗେଟରେ ଥିଲା ତାରକା ହୋଟେଲ । ଅଭିଯୁକ୍ତ ରବି ଓ ସନ୍ନିର କଲ ରେକର୍ଡ ଯାଞ୍ଚ କରୁଛି ଏସଟିଏଫ୍ ।
#Bhubaneswar #worldcup #cocaineplan #hoteltaraka #Odisha #ArgusNews