ପ୍ରଥମେ ରୋଗୀ ସମ୍ପର୍କୀୟ ଦୁର୍ବ୍ୟବହାର ପରେ ଗଣ୍ଡଗୋଳ।ବଡ଼ମେଡ଼ିକାଲ ପିଏମ୍ଆର କୋଠାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସଂପର୍କୀୟ ଷ୍ଟାଫ୍ ନର୍ସ ଓ ଏକ୍ସ-ରେ ବିଭାଗ କର୍ମଚାରୀମାନଙ୍କୁ ଦୁର୍ବବ୍ୟହାର।ଯାହାକୁ ନେଇ କର୍ମଚାରୀମାନେ ଗତକାଲି ମେଡିକାଲ କର୍ତୁପକ୍ଷ ସହ ପୁଲିସ ଫାଣ୍ଡିରେ ଅଭିଯୋଗ କରିଛନ୍ତି।ଦୁର୍ବ୍ୟବହାର ପ୍ରତିବାଦରେ ସହ ସହ ପାରା ମେଡ଼ିକାଲ ଛାତ୍ରଛାତ୍ରୀ ମାନେ ରେଡ଼ିଓଲୋଜି ବିଭାଗ ସମ୍ମୁଖରେ କାର୍ଯ୍ୟବନ୍ଦ କରି ବିକ୍ଷୋଭ କରୁଛନ୍ତି।
#Brahmapur #MKCG #StudentProtest #Odisha #ArgusNews