#ବଲାଙ୍ଗିର_ସିରିଜ_ଦୁର୍ଘଟଣା_ପଛରେ_ହତ୍ୟା_ଷଡଯନ୍ତ୍ର
#ପୂର୍ବଶତ୍ରୁତାକୁ_କେନ୍ଦ୍ର_କରି_ପୁରା_ପରିବାରକୁ_ଟାର୍ଗେଟ
ବଲାଙ୍ଗିରରେ ଘଟିଥିବା ଏହି ଛାତିଥରା ଦୁର୍ଘଟଣାର ଦୃଶ୍ୟକୁ ଦେଖନ୍ତୁ । ଆଗେ ଆଗେ ଯାଉଛି ମୋଟରସାଇକେଲ । ପଛେ ପଛେ ଆସୁଛି ମିନି ଟ୍ରକ । ଆଉ କେହି କିଛି ବୁଝିବା ଆଗରୁ ମିନି ଟ୍ରକଟି ଚଢିଯାଉଛି ମୋଟରସାଇକେଲ ଉପରେ
#Balangir #SeriesAccident #Family #CCTVFootage #ArgusNews