#ପାର୍କ_ଭିତରୁ_ଧରା_ହେଲେ_ଅଜା_ନାତୀ
#ଚୋରା_ଚାଲାଣ_ହେଉଥିଲା_ବହୁରୂପୀ_ଏଣ୍ଡୁଅ
ଭୁବନେଶ୍ଵର ବାଣୀବିହାର ନିକଟରେଡିଲ୍ ବେଳେ ଦୁଇଜଣଙ୍କୁ ଧରିଲା ବନବିଭାଗ। ମାଫିଆ ଦୁଇ ଜଣ ହେଲେ ରଶ୍ମି ରଞ୍ଜନ ଦାସ, ଅନ୍ୟ ଜଣେ ହେଲା କ୍ଷୀରୋଦ ମହାନ୍ତି। ଉଭୟେ ଜଗତସିଂହପୁର ଜିଲ୍ଲାର। ଦେଢଲକ୍ଷ ଟଙ୍କାରେ ଏଣ୍ଡୁଅ ବିକ୍ରି ପାଇଁ ଡିଲ୍ ହୋଇଥିଲା । ଗିରଫ ଅଭିଯୁକ୍ତ ସମ୍ପର୍କରେ ଅଜାନାତି ।
#chameleon #Arrest #Bhubaneswar #Odisha #ArgusNews