#ଆକାଶ_ମାର୍ଗରୁ_ଉଡି_ଉଡି_ଘରେ_ପହଁଚିବ_କୋରିୟର
#ଅତି_ଦୁର୍ଗମ_ସ୍ଥାନରୁ_ଉଦ୍ଧାର_କରିବ_BON_V
ଓଡ଼ିଆ ଯୁବକଙ୍କ କମାଲ। ବିଦ୍ୟୁତ ଚାଳିତ drone ତିଆରି କରି ଚର୍ଚ୍ଚାରେ। ବଡ଼ କଥା ହେଲା ନିଜ ଟିମ ସଦସ୍ୟଙ୍କ ସହଯୋଗରେ ନିର୍ମିତ କରିଥିବା ଏହି drone କୁ ଭାରତୀୟ ଏରିଏଲ୍ ମୋବିଲିଟି ଷ୍ଟାର୍ଟଅପ୍ ବନ୍ ଭି ବ୍ୟାନରରେ ସେ ନିର୍ମାଣ କରିବା ସହିତ ନିକଟରେ ପ୍ୟାରିସ୍ଠାରେ ଅନୁଷ୍ଠିତ ଭିଭାଟେକ୍ ୨୦୨୨ରେ ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।
#Bhubaneswar #BONV #Drone #Odisha #ArgusNews