#ପ୍ରେମରେ_ବିଫଳ_ହେବାରୁ_ମାରିଦେଲେ_କି
#କେମିତି_ହେଲା_ଚୌଦ୍ବାର_କଲେଜ_ଛାତ୍ରୀ_ମଧୁସ୍ମିତାଙ୍କ_ମୃତ୍ୟୁ
କଟକ ଚୌଦ୍ବାର କଲେଜରେ ପ୍ଲସ ଥ୍ରୀ ବଟାନୀ ଅନର୍ସ ପଢୁଥିଲେ ମଧୁସ୍ମିତା ଓଝା । ଚୋଟବେଳରୁ ବାପାଙ୍କୁ ହରାଇଥିବା ମେଧାବୀ ଛାତ୍ରୀ ମଧୁସ୍ମିତା ଟ୍ୟୁସନ କରି ପାଠ ପଢୁଥିଲେ। ମାମୁଁ ଘର ପାଖରେ ଥିବା ଏକ ଘରେ ମଧୁସ୍ମିତା ପଢାପଢି କରନ୍ତି। ବୁଧବାର ଦିନ ଅତି ସନ୍ଦେହଜନକ ଭାବେ ଉଦ୍ଧାର ହୋଇଥିଲା ମଧୁସ୍ମିତାଙ୍କ ମୃତଦେହ
#Cuttack #Student #Odisha #ArgusNews