#ବଦଳିବ_ମାଆ_କଟକ_ଚଣ୍ଡୀଙ୍କ_ମନ୍ଦିରର_ରୂପରେଖ
ମାଆ ତାରାତାରିଣୀ ପରେ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ମନ୍ଦିରର ହେବ ନବକଳେବର । ମନ୍ଦିରର ବିକାଶ ପାଇଁ 70 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଭକ୍ତ ମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ମନ୍ଦିର ପରିସର ଏବଂ ଆଖପାଖ ଅଞ୍ଚଳର ସୁନ୍ଦର ପରିବେଶ ସୃଷ୍ଟି କରାଯିବା ଉଦେଶ୍ୟରେ ଏହି ଅର୍ଥକୁ ବିନିଯୋଗ କରାଯିବ।
#Cuttack #CuttackChandi #maachanditemple #renovation #Odisha #ArgusNews