#ପଚାଶ_ବର୍ଷରେ_ପାଦ_ଥାପିଛି_ଦୈନିକ_ଓଡ଼ିଆ_ଖବରକାଗଜ_ପ୍ରଗତିବାଦୀ
ଅର୍ଦ୍ଧ ଶତାବ୍ଦୀର ଯାତ୍ରାରେ ସାଲିସ ବିହୀନ ଲକ୍ଷ୍ୟ ପ୍ରଗତିବାଦୀର ଆଦର୍ଶ । ପ୍ରଗତିବାଦୀର ଏହି ଲମ୍ବା ଯାତ୍ରାରେ ଯେଉଁମାନେ ସାଥୀ ହୋଇ ରହିଛନ୍ତି ସେମାନଙ୍କୁ ପ୍ରଗତିବାଦୀ ପକ୍ଷରୁ ସମ୍ମାନୀତ କରାଯାଇଛି । ମୁଖ୍ୟ ଅତିଥି ଭାବରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।
#Pragativadi #newspaper #program #Odisha #ArgusNews