#ଦିଗହରା_ଆଦିବାସୀ_ଛାତ୍ରଛାତ୍ରୀଙ୍କ_ବିକାଶ_ଓ_ଭାଗ୍ୟ_ଭବିଷ୍ୟତ
ରାୟଗଡ଼ା ଜିଲ୍ଲା ଆବାଡ଼ା ପଞ୍ଚାୟତର ଆଦିମ ଜନଜାତି ଲାଞ୍ଜିଆସୌରା ଛାତ୍ର ଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ନୂଆ ସ୍କୁଲ ଛାତ୍ରାବାସ, ନୂଆ କୋଠା ପାଠପଢା ପାଇଁ 2015 ମସିହାରେ 75 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏଜୁକେସନ କମ୍ପେଲସ। 2019 ମସିହାରେ ଏହାର ଉଘାଟନ ମଧ୍ୟ ସରିଛି । ହେଲେ ଏହାକୁ ଅଢେଇ ବର୍ଷ ବିତିଯାଇଥିଲେ ମଧ୍ୟ ପିଲାଙ୍କ କାର୍ଯ୍ୟରେ ଆସିପାରିନାହିଁ ।
#ArgusNews #school #tribal #students #Raygada #hostel #Odisha