#କ୍ରାଇମବ୍ରାଂଚ_ତଦନ୍ତ_ଖୋଲିବା_ପାଇଁ_ନା_ଚାପିବା_ପାଇଁ ?
#ମନ୍ତ୍ରୀମାନଙ୍କୁ_ତଦନ୍ତ_ପରିସରଭୁକ୍ତ_କରିପାରିବ_ତ_କ୍ରାଇମବ୍ରାଂଚ ?
ବିବାଦରେ ୨ ମନ୍ତ୍ରୀ। ଫଟୋଗ୍ରାଫର ମାନସ ସ୍ବାଇଁ ହତ୍ୟାକାଣ୍ଡକୁ ନେଇ ବଢିଲା ଅଡୁଆ। ମେମୋରୀ ଚିପରେ ଲୁଚିଛି କି ଭାନୁମତି ପେଡି। ତେବେ ପ୍ରଶ୍ନ ଉଠୁଛି ଚିପରେ ଏମିତି କଣ ଅଛି ଯେ,ଏତେ ତନାଘନା ? ତାସହ କ୍ରାଇମବ୍ରାଂଚ ତଦନ୍ତ ନେଇ ମଧ୍ୟ ଉଠିଛି ପ୍ରଶ୍ନବାଚୀ
#Cameraman #Manasswain #WebMedia #CrimeBranch #Odisha #ArgusNews