କଟକ ଜିଲ୍ଲାର ନିଆଳିରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ନିଆଳି ପଞ୍ଚାୟତ ସମିତି ପରିସରରେ ଆଜି ଏହି ଜନ ଶୁଣାଣୀ ଶିବିର ଆନୁଷ୍ଠିତ ହୋଇଛି। ବ୍ଳକର 23 ଗ୍ରାମପଞ୍ଚାୟତରୁ ଆସିଥିବା ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ କରିଥିଲେ।
#Cuttack #Niali #collector #Publichearingcamp #Odisha #ArgusNews