#ଡ୍ରାଇଭରଙ୍କ_ଆନ୍ଦୋଳନ_ସରକାର_ପ୍ରାୟୋଜିତ !
#ଏବେ_ପୋଲିସ_ଗୁଇନ୍ଦା_ବିଭାଗ_ଦୋଷ_ଠେଲାଠେଲି
ଡ୍ରାଇଭରଙ୍କ ଆନ୍ଦୋଳନ ବିବାଦକୁ ନେଇ ବିଜେପିର ପ୍ରଶ୍ନ। ଅନ୍ଦୋଳନ ପାଇଁ କିଏ ଦେଇଥିଲା ପ୍ରୋତ୍ସାହନ ? ପୋଳିସ ଚୁପ୍ ରହିବାକୁ ଥିଲା କି ନିର୍ଦ୍ଦେଶ ? ଏବେ ପୋଲିସ-ଗୁଇନ୍ଦା ବିଭାଗ ଦୋଷ ଠେଲାଠେଲି କାହିଁକି। ଏମିତି ଅନେକ ପ୍ରଶ୍ନରେ ଛନ୍ଦି ହୋଇ ଯାଇଛି କମିସନରେଟ୍ ପୋଲିସ।
#odisha #ArgusNews #strike #Drivers #protest #Bhubaneswar #police