୬୫ ତମ ବିବାହ ବାର୍ଷିକ ପାଳନ କଲେ ବୃଦ୍ଧ ଦମ୍ପତି।
ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଆଳି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ କଅଁରପୁର ଗ୍ରାମର ବଳ ପରିବାରେ । ୯୦ ବର୍ଷ ବୟସରେ ଶେଷ ପାହାଚରେ ପାଦ ଥାପିଥିବା ବାପ ,ମା' ଙ୍କର ୬୫ ତମ ବିବାହ ଉତ୍ସବ ପାଳନ କରି ସମାଜରେ ଆଗାମୀ ପିଢିଙ୍କୁ ଦିଗଦର୍ଶନ ଦେଇ ଛନ୍ତି ଏହି ବଳ ପରିବାର
#Kendrapara #Ali #marriageanniversary #Odisha #ArgusNews