କମିସନରେଟ ପୋଲିସ୍ ସହ ଦୀର୍ଘ ୫ ମାସର ଲୁଚକାଳି ଖେଳ ପରେ ଶେଷରେ ଆନନ୍ଦପୁରରୁ ଗିରଫ ହେଲା ଠକ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ଡାକ୍ତରଙ୍କଠୁ ୨୫ ଲକ୍ଷ, ଅନ୍ୟଜଣଙ୍କ ନିକଟରୁ ୧କୋଟି ସହ ପାଖାପାଖି ୨କୋଟି ଟଙ୍କା ଠକେଇ କରିଥିଲେ ଠକ ।
#Odisha #ArgusNews #cheat #FinancialFrauds #Financialcrime #Keonjhar #Anandpur