୨୦୨୧ ଖରିପ ଧାନ ଚାଷରେ କୁଚିଣ୍ଡା ବ୍ଲକ ବିଭିନ୍ନ ପଞ୍ଚାୟତର ଚାଷୀ ମରୁଡିର ସମ୍ମୁଖୀନ ହୋଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ସହାୟତା ମିଳିପାରିନାହିଁ। ଏ ନେଇ ଆଜି କୁଚିଣ୍ଡା ବ୍ଲକ କୃଷକ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ପ୍ରତିବାଦ ପତ୍ର ପ୍ରଦାନ କରାଯାଇଛି ।
#Kuchinda #farmers #farmersunion #subCollector #letterofprotest #Odisha #ArgusNews