#କାହା_ପାଇଁ_ବିଜୁ_ସ୍ବାସ୍ଥ୍ୟ_କାର୍ଡ ?
#ଝିଅର_ଚିକିତ୍ସା_ଲାଗି_ପାଇଁ_ବାପାର_ଗୁହାରି
ସାହାଯ୍ୟ ଅପେକ୍ଷାରେ ସୁବର୍ଣ୍ଣପୁର ଜିଲ୍ଲା ବଡଖମାର ଗାଁର ପ୍ରଭାସିନି ବାରିକ । ବୟସ 20 ବର୍ଷ ।.. ଦୀର୍ଘ ଦୁଇ ବର୍ଷ ହେବ ଅଜଣା ରୋଗରେ ପୀଡିତ । ଛାତି ଯନ୍ତ୍ରଣା ଯୋଗୁଁ ଜୀବନ ସହ ସଂଗ୍ରାମ କରୁଛନ୍ତି । କାମ ଧାମ ତ ଦୂରର କଥା ବସିକି ପାଠ ପଢିବା ବି ମୁସ୍କିଲ
#Sonepur #BSKYCard #HealthProblem #Odisha #ArgusNews