#ଶେଷ_ହେଲା_ମାଟ୍ରିକ_ପରୀକ୍ଷାର_ପ୍ରଥମ_ଦିନ
#୨_ବର୍ଷ_ପରେ_ଅଫଲାଇନ_ମୋଡରେ_ହେଲା_ପରୀକ୍ଷା
ପରୀକ୍ଷା ଦେଲେ ୫ ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ । ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ବିଭାଗୀୟ ମନ୍ତ୍ରୀ । ଏଥିପାଇଁ ୩ ହଜାର ୫୪୦ କେନ୍ଦ୍ର ଓ ୩୧୫ଟି ନୋଡାଲ ସେଣ୍ଟରର ବ୍ୟବସ୍ଥା କରାଯାଇଥିଲା ।
#MatricExam #firstday #student #schools #Odisha #ArgusNews