କରୋନା ପାଇଁ ଆସିଲା ପ୍ରଥମ ଓରାଲ ଆଣ୍ଟିଭାଇରାଲ୍ ଡ୍ରଗସ ।
କୋରୋନା ଲାଗି ପ୍ରଥମ ଥର ପାଇଁ ଆସୁଛି ବଟିକା 'ମୋଲନୁପିରାଭିର' । ଆମେରିକାର ଏକ ଔଷଧ କମ୍ପାନୀ ମର୍କ ଆଣ୍ଡ କୋ ଦ୍ବାରା ବିକଶିତ ହୋଇଥିବା ଏହି ଆଣ୍ଟିଭାଇରାଲ୍ ବଟିକା ମୃତ୍ୟୁ ଓ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ରୋକିବାରେ ସହାୟକ ହେବ ବୋଲି କମ୍ପାନୀ ଦାବି କରିଛି
#coronavirus #Covid19 #AntiviralDrugs #Molnupiravir #USA #Odisha #ArgusNews