ଆସନ୍ତା ୪ସପ୍ତାହ ମଧ୍ୟରେ ଆସିପାରେ କରୋନାର ଚତୁର୍ଥ ଲହର। କରୋନା ନେଇ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଅନ୍ୟପଟେ ମୁକାବିଲା ପାଇଁ ରାଜ୍ୟରେ କେମିତି ଚାଲିଛି ପ୍ରସ୍ତୁତି। ଚତୁର୍ଥ ଲହର ପୂର୍ବରୁ ପିଲାଙ୍କ ଟିକାକରଣ ଓ ବୁଷ୍ଟର ଡୋଜ ଉପରେ ଗୁରୁତ୍ବ ଦିଆଯାଇଛି। ଗତକାଲି ସମୀକ୍ଷା ବୈଠକରେରେ ଭିତ୍ତିଭୂମି ସୁଦୃଢ କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ।
#COVID19 #4thwave #COVIDVaccination #boosterdose #preparation #Odisha #ArgusNews