#କ୍ୟାମେରା_ରେ_କଏଦ_ହେଲା_ପ୍ରେତାତ୍ମା
ବାଙ୍କୀ ମେଡିକାଲ ସାମ୍ନାରେ ଥିବା ଏନିଟାଇମ ମେଡ଼ିସିନ ଷ୍ଟୋର ଭିତରେ ବିଳମ୍ବିତ ରାତ୍ରି ରେ ଦେଖିବାକୁ ମିଳିଛି ପ୍ରେତାଆତ୍ମାର ସମ୍ପୂର୍ଣ ଯାତାୟତ । ସୂଚନା ଅନୁଯାଇ ଗତକାଲି ମେଡ଼ିସିନ ଦୋକାନ ବନ୍ଦକରି ଗଲାପରେ ସକାଳୁ ପୁନର୍ବାର ଦୋକାନ ଖୋଲି ସିସି କ୍ୟାମେରା ଖୋଲିଲା ପରେ ଦୋକାନ ଭିତରେ ପ୍ରେତାଆତ୍ମା ଥିବାର ଭିଡିଓ କଏଦ ହୋଇଥିଲା ଯାହାକୁ ଦେଖି ଦୋକାନ ର ମାଲିକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
#Cuttack #CCTVCamera #ghost #captured #medicinestor #Odisha #ArgusNews