ଦୀର୍ଘ ୨୫ବର୍ଷ ହେଲା ନିଜପରି ଦିବ୍ୟାଙ୍ଗ ମାନଙ୍କ ଲଢେଇ ଲଢ଼ୁଛନ୍ତି ସୁଶ୍ରୀ ଶୃତି ମହାପାତ୍ର। ଯାହାଙ୍କ ଯୋଗୁଁ ଦିବ୍ୟାଙ୍ଗଙ୍କ ପାଇଁ ଶ୍ରୀମନ୍ଦିରରେ ତିଆରି ହେଲା ରାମ୍ପ...।ତାଙ୍କୁ ସମ୍ମାନିତ କରାଗଲା ଅର୍ଗସ ନ୍ୟୁଜର 'ପ୍ରାଇଡ ଅଫ ଓଡ଼ିଶା ସମ୍ମାନ' ଉତ୍ସବରେ ।
#prideofodisha #PrideOfOdishaSammanUtsav #awardshow #awardee #srutimahapatra #culturalprogram #odisha #ArgusNews