#ଫେଲ୍_ମାରିଛି_ସରକାରଙ୍କ_ବସୁଧା_ଯୋଜନା
#ଚୁଆଁପାଣିରେ_ବିତୁଛି_ଲୋକଙ୍କ_ଜୀବନ
ଘରେ ଘରେ ବିଶୁଦ୍ଧ ପାଣି ଯୋଗେଇ ଦେଉଛୁ ବୋଲି କହି "ବସୁଧା ଯୋଜନା ଓ ସଲାର ଟାଙ୍କି ନିର୍ମାଣ ମାଧ୍ୟମରେ ସରକାର କୋଟିକୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି l ହେଲେ ବାସ୍ତବରେ ଏ ସବୁ ସରକାରୀ ଯୋଜନା ଦୁର୍ଗମ ଅଞ୍ଚଳଗୁଡିକରେ କେତେ କାର୍ଯ୍ୟକାରୀ ହେଉଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରୁ ଆଶନ୍ତୁ ଦେଖିବା ଏହି ରିପୋର୍ଟ l
#ArgusNews #WaterProblem #development #OdishaGovt #Raygada #Chandrapur #Odisha