#ଚାଷୀ_ଆତ୍ମହତ୍ୟାକୁ_ଫାଙ୍କିଦେଲେ_ସରକାର
#ବିଧାନସଭାରେ_କୃଷିମନ୍ତ୍ରୀଙ୍କୁ_ଉତ୍ତର_ପଦାରେ_ପକାଇଲା_ଚାଷ_ପ୍ରତି_ଆନ୍ତରିକତା
ପୁଣି ଚାଷୀ ଆତ୍ମହତ୍ୟାକୁ ଫାଙ୍କିଦେଲେ ସରକାର । ଚାଷ ପାଇଁ ନୁହେଁ ବରଂ ପାରିବାରିକ କାରଣରୁ ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି ବିଧାନସଭାରେ କହିଛନ୍ତି କୃଷିମନ୍ତ୍ରୀ ।
#FarmerIssue #OdishaGovt #Odisha #ArgusNews