#ଗଣମାଧ୍ୟମରେ_ଖବର_ବାଜିଲା_ପରେ_ସରକାରଙ୍କ_ଚେତା_ପଶିଲା
ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ସରକାରୀ ବାବୁ । ବ୍ରିଜ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ବୁରାତାଲ ପଞ୍ଚାୟତର ଜାଗମୁଣ୍ଡ ନାଳର କଥା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି ସ୍ଥାନୀୟ ପ୍ରଶାସନ । ପ୍ରତିଶ୍ରୁତି ରକ୍ଷା କରିବାରେ ପ୍ରଶାସନ କି ପଦକ୍ଷେପ ନେଉଛି ତା ଉପରେ ଅଂଚଳବାସୀଙ୍କ ନଜର ।
#Ganjam #bridge #OdishaGovt #Odisha #ArgusNews