#ନାକେଦମ୍_କଲାଣି_ଖରା
#ପିଲାଙ୍କୁ_ନେଇ_ଚିନ୍ତାରେ_ଅଭିଭାବକ
ଆକାଶରୁ ଯେମିତି ନିଆଁ ବର୍ଷୁଛି । ସକାଳ ୯ଟା ପରେ ଘରୁ ଗୋଡ କାଢିଲା ବେଳେ ଦୁଇଥର ଭାବିବାକୁ ପଡୁଛି। ଏହାରି ଭିତରେ ସରକାର ଜୁନ୍ ମାସରେ ୧୧ ଦିନିଆ ଖରାଛୁଟି ଘୋଷଣା କରିଛନ୍ତି । ଯାହାକୁ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ଅଭିଭାବକ ବିରୋଧ କରୁଛନ୍ତି । ଏପ୍ରିଲ ଓ ମେ ମାସର ଟାଣ ଖରାରେ ପିଲାମାନେ କିପରି ସ୍କୁଲ ଯିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
#summer #summervacation #OdishaGovt #parents #opposing #Odisha #ArgusNews