ଦୋଳସାହି ସ୍ଥିତ ରାମନାରାୟଣ ବିଦ୍ୟାଳୟ 75 ବର୍ଷ ପୂର୍ତ୍ତି ଅବସରରେ ସେଠାରେ ପହଞ୍ଚି ପ୍ଲାଟିନମ ଜୁବୁଲି ଯୋଗ ଦେଇଥିଲେ ରାଜ୍ୟପାଳ । ପୁରାତନ ଶିକ୍ଷକ ଓ କୃତି ଅର୍ଜନ କରିଥିବା ଛାତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ରାଜ୍ୟପାଳ ।
#Bhadrak #Dolasahi #PlatinumJubilee #GaneshiLal #ArgusNews #odisha