#କବାଡିବାଲା_ହାତରେ_ପିଲାଙ୍କ_ପାଠ_ବହି
#ମାତ୍ର_କିଛି_ଟଙ୍କା_ପାଇଁ_ବିକିଦେଲେ_ଶିକ୍ଷକ
ପିଲାଙ୍କ ଭବିଷ୍ୟତକୁ ବିକ୍ରି କରି ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ। ଅର୍ଗସରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ। କବାଡି ଵାଲାକୁ ସ୍କୁଲ ପିଲାଙ୍କ ବହି ବିକ୍ରି କରି ଦେଇଥିଲେ କୋଇଡା ସର୍ଗିଗଡ଼ ସ୍କୁଲର ପ୍ରଧାନ ଶିକ୍ଷକ। ବଡ ପ୍ରଶ୍ନ, କେବଳ ପ୍ରଧାନଶିକ୍ଷକ ନା ଏହା ପଛରେ କାମ କରୁଛି ର୍ୟାକେଟ୍ ?
#Sundargarh #Book #Teacher #Odisha #ArgusNews