ଉପାନ୍ତରେ ବ୍ୟାପୁଛି କିଡନୀ ରୋଗ । ବଢୁଛି ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା । ଆବଶ୍ୟକ ପଦକ୍ଷେପ ନେଉନି ସ୍ବାସ୍ଥ୍ୟ ବିଭାଗ । କେତେଦିନ ଜୀବନ ସହ ସଂଗ୍ରାମ କରିବେ ଲୋକେ ?ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଉପାନ୍ତରେ କୁର୍ଡ଼ିଆମୁଣ୍ଡା ଗାଁ ।
#kidneydisease #Balangir #treatment #healthdepartment #OdishaNews #ArgusNews