#ଅସ୍ତିତ୍ବ_ହରାଉଛି_ମହାପ୍ରଭୁଙ୍କ_ହେମସାଗର_ପୋଖରୀ
ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଛି ବାରିପଦା ଜଗନ୍ନାଥ ମନ୍ଦିର । ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟିକରଣ ନାମରେ ଚାଲିଛି ପୁଷ୍କରିଣୀ ପୋତା । ପୋତି ହେବାକୁ ବସିଲାଣି ହେମସାଗର ପୋଖରୀ । ଜବରଦଖଲକାରୀଙ୍କ କବଜାର ପୋଖରୀ ଚତୁର୍ପାର୍ଶ୍ବ । ବାରିପଦାରେ ଥିବା ଜଗନ୍ନାଥ ମନ୍ଦିରର ଏହି ପୋଖରୀରେ ମହାପ୍ରଭୁଙ୍କ ନୀତିକାନ୍ତି ହୋଇଥାଏ । ଫଳରେ ଏବେ ଏହା ନିଜର ଅସ୍ତିତ୍ବ ହରାଇବାକୁ ବସିଲାଣି #Mayurbhanj #Baripada #JagannathaTemple #Hemsagarpond #Odisha #ArgusNews