#ଜିଲ୍ଲାରେ_ଫେଲ_ମାରିଛି_ଆବାସ_ଯୋଜନା
#ଭଙ୍ଗାକୁଡ଼ିଆରେ_କଟୁଛି_ଜୀବନ
କେନ୍ଦ୍ରସରକାର ହୁଅନ୍ତୁ କି ରାଜ୍ୟ ସରକାର ଉପାନ୍ତ ଆଦିବାସୀ ବହୁଳ ରାୟଗଡା ଜିଲ୍ଲା ନିମନ୍ତେ ଆବାସ ଯୋଜନାରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ତାହା ପଂହଁଚୁନାହିଁ ପୃକୃତ ହିତାଅଧିକାରୀଙ୍କ ପାଖରେ । ଦୀର୍ଘ ବର୍ଷଧରି ଲୋକେ ଭଙ୍ଗା କୁଡ଼ିଆରେ ଦିନ ବିତାଉଛନ୍ତି ।
#development #AwasYojana #OdishaGovt #Raygada #Odisha #ArgusNews