#ବଢୁନି_ଓଡିଶାର_ଚାଷୀଙ୍କ_ଆୟ
#ଜତୀୟ_ସ୍ତରରେ_୫୯_ପ୍ରତିଶତ_ବଢିଥିବା_ବେଳେ_ଓଡିଶାରେ_ମାତ୍ର_୩ପ୍ରତିଶତ
ବଢୁନି ଓଡିଶାର ଚାଷୀଙ୍କ ଆୟ । ଜାତୀୟ ସ୍ତରରେ ୫୯% ବଢିଥିବା ବେଳେ ଓଡିଶାରେ ମାତ୍ର ୩%। ଫସର ଫାଟିଛି ୨୦୨୨ ସୁଦ୍ଧା କୃଷକର ଆୟ ଦୁଇଗୁଣା କରିବାର ସ୍ବପ୍ନ। ଦିଶା ଦେଖାଇ ପାରିନି କାଳିଆ ଯୋଜନା କି ବଳରାମ ଯୋଜନା। ଚାଉଳ, ଡାଲି, ଆଳୁ ସବୁଥିରେ ଉତ୍ପାଦକତା କମ୍ ।
#Odisha #ArgusNews #farmers #agriculture #income #doubleincome