#କୋମାରେ_MSME_ବିଭାଗ
#ଭୁତ_କୋଠି_ପାଲଟିଛି_ଶିଳ୍ପ_ସମବାୟ_ସମିତି
ଜରାଜିର୍ଣ୍ଣ ଅବସ୍ଥାରେ ପଡିଛି ପୁରୀ ବ୍ରହ୍ମଗିରିର ହରଚଣ୍ଡୀ କଟାଳି ଓ ବୁଣାଳି ଶିଳ୍ପ ସମବାୟ ସମିତି। ଖତ ଖାଉଛି ଲକ୍ଷଲକ୍ଷ ଟଙ୍କାର ମେସିନ । ଅନାବନା ଗଛରେ ଭରି ରହିଛି ପୁରା ପରିବେଷ ।
#Puri #MSMEDepartment #Odisha #ArgusNews