#ରତ୍ନଭଣ୍ଡାର_ସୁରକ୍ଷା_ଦାବି_ନେଇ_ରାଜ୍ୟପାଳଙ୍କୁ_ଭେଟିଲା_ଜଗନ୍ନାଥ_ସେନା
୧୨ ଦଫା ଦାବି ନେଇ ରଜ୍ୟପାଳଙ୍କୁ ଭେଟିଛି ଜଗନ୍ନାଥ ସେନା । ରାଜ୍ୟପାଳ ନିଜେ ଆସି ରତ୍ନଭଣ୍ଡାର ସ୍ଥିତିର ଯାଞ୍ଚ କରିବା ସହ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ ।
#JagannathSena #Ratnabhandar #governor #meet #Odisha #ArgusNews