#କାମ_ନସରୁଣୁ_ପୋଲ_ଫାଟି_ଆଁ
ପୋଲ ସାରା ବଡ ବଡ ଫାଟ । ନିମ୍ନମାନର କାମ ଚାଲିଥିବା ଅଭିଯୋଗ । କାମକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀ ପଞ୍ଚାୟତର ବାବା କଖାରୁଆ ବୈଦ୍ୟନାଥ ଶୈବପୀଠ ଦେଇ ଯାଇଥିବା ନାଳ ଉପରେ ଚାଲିଛି ପୋଲ ନିର୍ମାଣ କାମ ।
#Mayurbhanja #badashahi #pools #Odisha #ArgusNews