କୋରାଇ ବ୍ଲକ ଡ୍ରାଇଭର ସଂଘ ଶାଖା ପକ୍ଷରୁ ରଣପାଳ ଖେଳ ପଡିଆଠାରେ ଡ୍ରାଇଭରଙ୍କର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋରେଇ ବ୍ଲକ ଡ୍ରାଇଭର ସଂଘ ଶାଖାର ଗଗନ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ପ୍ରସ୍ତୁତି ବୈଠକରେ ରାଜ୍ୟ ଡ୍ରାଇଭର ସଂଘର ସଭାପତି ପ୍ରଶାନ୍ତ ମାଣ୍ଡୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
#Odisha #ArgusNews #Jajpur #Korei #driver #association #protest
The Korai Block Drivers' Union has called for a meeting.