ରାଜ୍ୟର ସର୍ବବୃହତ ସରକାରୀ ଅଡିଟୋରିୟମ୍
ନିର୍ମାଣରେ ଖର୍ଚ୍ଚ ହୋଇଛି 50 କୋଟି ଟଙ୍କା। ଏକକାଳୀନ ୧୨୦୦ ଲୋକ ବସିବାର ରହିଛି ବ୍ୟବସ୍ଥା । ଅଡିଟୋରିୟମର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
#DharmendraPradhan #governmentauditorium #inaugurated #SDI #Bhubaneswar #Odisha #ArgusNews