ମୟୂରଭଞ୍ଜ ବାଙ୍ଗିରିପୋଷିର ଚନ୍ଦପୁର ଗାଁ। କୌଳିକ ବୃତ୍ତି ବଞ୍ଚି ରହୁ ଏହି ଲକ୍ଷ୍ୟରେ ଲୁଗା ବୁଣା ବଞ୍ଚାଇ ରଖିଲେ ଲୋକେ। ରେଶମ ପୋକରୁ ଲାଳ ସଂଗ୍ରହଠାରୁ ଆରମ୍ଭ କରି ସୂତା ତିଆରି ପର୍ଯ୍ୟନ୍ତ ସବୁ କିଛି କରିଥାନ୍ତି ଗ୍ରାମବାସୀ। ମାତ୍ର ଦୁଃଖର ବିଷୟ ପରିଶ୍ରମ ଅନୁସାରେ ମିଳୁନି ପାରିଶ୍ରମିକ। ବୁଣାକାରଙ୍କ ଗାଁ ହୋଇଥିବାରୁ ୨ଟି ତନ୍ତବାୟ ସହଯୋଗ ସମିତି ରହିଛି । ହେଲେ ୩୦ ଲକ୍ଷରୁ ଅଧିକ ଲୁଗା ବିକ୍ରି ହୋଇ ପାରିନାହିଁ।
#Mayurbhanj #bangiriposi #handloom #craftsmanship #problem #Odisha #ArgusNews