#ବଲାଙ୍ଗୀର_ମେହେରମୁଣ୍ଡା_ଆୟୁର୍ବେଦ_ଡାକ୍ତରଖାନାରେ_ଝୁଲୁଛି_ତାଲା
ଡାକ୍ତରଖାନାରେ ରୋଗୀ ସେବା ନପାଇ ଲୋକେ ହନ୍ତସନ୍ତ । ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟବରାଦ କରି ଚକ ଚକ କରୁଛି ଡାକ୍ତରଖାନା କିନ୍ତୁ ଅନେକ ଦିନ ଏଠି ତାଲା ପଡିଥିବା ବେଳେ ଡାକ୍ତରଙ୍କ ଇଛାହେଲେ ଏଠାକୁ ଆସି ରୋଗୀ ସେବା କରୁଥିବା ଜଣାପଡିଛି ।
#Balangir #AyurvedicMedical #Odisha #ArgusNews