ଉଲଟି ଚନ୍ଦନ ଯାତ୍ରା ରେ ନାବ ଖେଳୁଛନ୍ତି ମହାପ୍ରଭୁ , ଶୁକ୍ଳ ପକ୍ଷ ରେ ଚନ୍ଦନ ଯାତ୍ରା ର ନଅ ଦିନ ପରେ କୃଷ୍ଣ ପକ୍ଷ ରେ ପାଳନ କରାଯାଏ ଉଲଟି ଚନ୍ଦନ ଯାତ୍ରା , ସୋର ପୌରାଞ୍ଚଳ ଅଧୀନ ଖଣ୍ଡାସାହି ରେ ରାତି ସାରା ଧୁମ୍ ଧାମ ରେ ପାଳନ ହେଉଛି ଉଲଟି ଚନ୍ଦନ ଯାତ୍ରା l
#soro #ulutichandanyatra #odisha #ArgusNews