#ରାଜ୍ୟ_ରାଜସ୍ୱରେ_ଚୂନ
#ମହାପ୍ରଭୁ_ଶ୍ରୀଜଗନ୍ନାଥଙ୍କ_ରାଜସ୍ୱ_ଲୁଟିନେଲେ
ଖୋର୍ଦ୍ଧାରେ ଅସାଧୁ ମେଣ୍ଟ ପାଇଁ ଲୁଟ୍ ହେଉଛି ରାଜସ୍ୱ । ରାଜନେତା, ମାଫିଆ, ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ହେଉଛି ରାଜ୍ୟ ରାଜକୋଷ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି । ଦିନ ଦ୍ୱିପହରରେ ମାଫିଆ ମାନେ ବିସ୍ପୋରଣ କରି କଳାପଥର ଓ ମାଙ୍କଡା ପଥର ଲୁଟ୍ କରି ଚାଲିଥିଲେ ହେଁ ଜିଲ୍ଲା ପ୍ରଶାସନ ସାଜିଛି ଦେଖଣାହାରୀ । ଦେଖିନ୍ତୁ ଅର୍ଗସର ଏକ୍ସକ୍ଲୁସିଭ୍ ରିପୋର୍ଟ...।
#exclusive #Khurdha #mafia #revenue #mineralresources #loot #Odisha #ArgusNews