#ମାଫିଆଙ୍କ_ନଜରରେ_ଏବେ_ଲଘୁ_ଖଣିଜ_ସମ୍ପଦ
#ଶହ_ଶହ_ଏକର_ଜଙ୍ଗଲ_କାଟି_ସଫା_କରିଦେଲେ_ମୋରମ_ଲୁଟିନେଲେ
ଏ ଦୃଶ୍ୟ ହେଉଛି ବାଲେଶ୍ଵର ସୀମା ଜଳେଶ୍ଵର ଅଞ୍ଚଳର । ଆଉ ଏଠି କେମିତି ଚାଲିଛି ଖୁଲମଖୁଲା ଲଘୁ ଖଣିଜ ସମ୍ପଦର ହରିଲୁଟ । ନା ଦେଖୁଛି ରାଜସ୍ଵ ବିଭାଗ । ନା ଦେଖୁଛି ଜଙ୍ଗଲ ବିଭାଗ । ଜେସିବି ଲଗାଇ ହଜାର ହଜାର ଏକର ଜଙ୍ଗଲ ତାଡି ପଦା କରିଦେଲେଣୀ ମାଫିଆ
#Balasore #Mineralresources #Loot #Odisha #ArgusNews