#ମୁଖ୍ୟ_ରାସ୍ତା_ପାଲଟିଛି_ମରଣ_ଜନ୍ତା
ବିପଦସଙ୍କୁଳ ଅବସ୍ଥାରେ ଗ୍ୟାରେଜ ଛକ - ରବିଟକିଜ ରାସ୍ତା । ସ୍ମାର୍ଟସିଟି ଭୁବନେଶ୍ୱରର ଦୃଶ୍ୟ ଏବେ ବିପଦସଙ୍କୁଳ । ଯେଉଁଠି ଦେଖିଲେ ରାସ୍ତା ଖୋଳା ହୋଇ ପଡିଛି । ୬ ମାସରୁ ଉର୍ଦ୍ଧ୍ବ ଦିନ ହେବ ଖୋଳା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି ହେଉନହିଁ ।
#RoadProblem #Bhubaneswar #Odisha #ArgusNews