ସମୁଦ୍ରରେ ବୁଡ଼ିଯିବ ଗଞ୍ଜାମ ଜିଲ୍ଳା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା । ଦିନ ଥିଲା ଏହି ସାମୁଦ୍ରିକ ଥାନା ସମୁଦ୍ରରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଥିଲା । ବର୍ତ୍ତମାନଥାନା ସମୁଦ୍ରରୁ ମାତ୍ର ୫୦ ମିଟର ଦୂରରେ ରହିଛି । ସାମୁଦ୍ରିକ ଥାନାର କୋଠାଟି ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କେଉଁଠି ସିମେଣ୍ଟ ଅତଡ଼ା ଖସି ତଳେ ପଡ଼ିଛି ତ ଆଉ କେଉଁଠି ଛାତରେ ବଡ଼ ବଡ଼ ଗର୍ତ୍ତ ଦେଖିବାକୁ ମିଳିଛି ।
#Ganjam #marinepolicestation #Dangerous #Odisha #ArgusNews