ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିକାଶର କଥା କହୁଥିବା ବେଳେ ସତରେ କଣ ଗ୍ରାଉଣ୍ଡରେ ସ୍ଥିତି ସେମିତି ? ସରକାରଙ୍କ ଯୋଜନା କିଭଳି ବାଟମାରଣା ହେଉଛି ତାହା ଜ୍ବଳନ୍ତ ଉଦାହରଣ ହେଲା ମାଟିଆଗଡ଼ ପଞ୍ଚାୟତର ମାଟିଆଗଡ଼ ଗାଁ । ଏଠାରେ ଆବାସ ଓ ପାନୀୟ ଜଳ ଲୋକଙ୍କ ପାଇଁ ସ୍ବପ୍ନ।
#Mayurbhanj #Jashipur #govtyojnafailed #AwasScam #Drikingwater #Odisha #ArgusNews