ମୋବାଇଲ ବାରଣ ନେଇ ଶ୍ରୀମନ୍ଦିର ବାହାରେ ଲାଗିଛି ବୋର୍ଡ । ବାହାରେ କଡ଼କଡ଼ି ହେଉଛି ଚେକିଂ । ହେଲେ ଅବାଧରେ ଶ୍ରୀମନ୍ଦିର ଭିତରକୁ ଯାଉଛି ମୋବାଇଲ । ଖୋଦ ସେବାୟତ ଓ ପୋଲିସ କର୍ମଚାରୀମାନେ କ୍ୟାମେରା ଥିବା ମୋବାଇଲ୍ ନେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି।
#Puri #jagannathtemple #MobilePhone #Odisha #ArgusNews