#ଚକ୍ରବ୍ୟୁହରେ_ସ୍ଵାସ୍ଥ୍ୟମନ୍ତ୍ରୀ_ନବକିଶୋର_ଦାସଙ୍କ_ରୋଷେୟା_ଲଲିତ_ସାହୁଙ୍କ_ମୃତ୍ୟୁ_ରହସ୍ୟ
ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ଘଟଣାକୁ ନେଇ ଘନଉଛି ବିବାଦ । ଲଳିତଙ୍କୁ ହତ୍ୟା କରାଯାଇଥିବାର ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । ଆଉ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆସନ୍ତାକାଲି 4 ଘଣ୍ଟିଆ ଆନ୍ଦୋଳନର ଡାକରା ଦେଇଛି ଦଳ
#Jharsuguda #Minister #NabaKishoreDas #controversery #Odisha #ArgusNews