ସରିଲା ନବମ ଅନୁଗୁଳ ଜିଲା ମହୋତ୍ସବ । କରୋନା କଟକଣା ଯୋଗୁଁ ପ୍ରାୟ ଦୁଇ ବର୍ଷ ଧରି ବନ୍ଦ ହୋଇ ପଡି ରହିଥିବା ଅନୁଗୁଳ ମହୋତ୍ସବ ଗତ ଆଠ ତାରିଖରୁ ଆରମ୍ବ ହୋଇ ତିନିଦିନ ବ୍ୟାପୀ ଚାଲିବା ପରେ ଗତ ବିଳମ୍ବିତ ରାତିରେ ଶେଷ ହୋଇଛି
#Angul #Mohastav #Odisha #ArgusNews