ପାଞ୍ଚ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡିଶା ରାଜ୍ୟ ସରକାର ଘରୋଇ ରିଟେଲର ସଂଘ । ଯୋଗାଣ ଖାଉଟି କଲ୍ୟାଣ ବିଭାଗିୟ କଣ୍ଟ୍ରୋଲର ଅଧିନିୟମ ଧାରା ୪ ଓ ୬କୁ ଉଚ୍ଛେଦ ଓ ବକେୟା ବର୍ଷ ମନଙ୍କର ପାଉଣା ପ୍ରଦାନ କରିବା ଭଳି ଦାବି ନେଇ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।
#ArgusNews #RetailersAssociation #Pressmeet #demands #Odisha