ମମତା ଭେଟଘାଟ ପ୍ରସଙ୍ଗ । ସୀମା ବିବାଦ ନେଇ ଆମ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନ କରିଥିଲେ ଭଲ ହୋଇଥାନ୍ତା । ଉଭୟଙ୍କ ଭାଇ ଭଉଣୀ ସମ୍ପର୍କ ଭିତରେ ସୀମା ବିବାଦ ସମାଧାନ ହୋଇଥିଲେ ଓଡିଶାବାସୀ ଖୁସି ହୋଇଥାନ୍ତେ । କିନ୍ତୁ ସେ ପ୍ରସଙ୍ଗରେ ଆଲୋଚନା ନହେବା ଦୁଃଖଦାୟକ ।
#ArgusNews #BorderIssue #BJP #Allegation #NauriNayak #Assembly #Odisha